ପରଲୋକରେ ମହାତ୍ମା ଗାନ୍ଧୀଙ୍କ ନାତି

ନୂଆଦିଲ୍ଲୀ:  ତା-୨୨-୧୧-୨୦୨୦ କରୋନା ମହାମାରୀ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। କରୋନାରେ ବହୁ ବଡ ବଡ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏହି ତାଲିକାରେ ବର୍ତ୍ତମାନ ଦକ୍ଷିଣ ଆଫ୍ରିକାର ଅଧିବାସୀ ତଥା ମହାତ୍ମା ଗାନ୍ଧୀଙ୍କ ନାତି କରୋନାରେ ପ୍ରାଣ ହରାଇଛନ୍ତି। ତାଙ୍କ ନାମ ହେଉଛି ସତୀଶ ଧୁପେଲିଆ। ମୃତ୍ୟୁ ବେଳକୁ ସତୀଶ ଧୁପେଲିଆଙ୍କୁ 66 ବର୍ଷ ବୟସ ହୋଇଥିଲା ଏବଂ ତାଙ୍କର ଜନ୍ମଦିନର 3 ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା । ସତୀଶ ଧୁପେଲିଆଙ୍କ ଭଉଣୀ … Continue reading ପରଲୋକରେ ମହାତ୍ମା ଗାନ୍ଧୀଙ୍କ ନାତି